dcsimg

ହଳଦୀ ବସ‍ନ୍ତ ( Oriya )

provided by wikipedia emerging languages

ହଳଦୀ ବସ‍ନ୍ତ ହେଉଛି ଏକ ହଳଦିଆ କଳା ରଂଗର ଛୋଟ ଆକାରର ଚଢେ‍ଇ ଯାହା ଭାରତ, ଶ୍ରୀଲଂକା ତଥା ଦକ୍ଷିଣ ପୁର୍ବ ଏସିଆରେ ଦେଖା ଯାଏ[୨] । ଏହା ଓଡ଼ିଶାରେ ମଧ୍ୟ ବହୁ ସଂଖ୍ୟାରେ ଦେଖା ଯାଏ[୩]

ବସବାସ

ଏହା ଖୋଲା ଜଂଗଲ ତଥା ଚାଷ ଜମି ମାନଂକ ପାଖରେ ରହିଥାଂତି । ଗଛ ଉପରେ ସେମାନେ ବସା ବନାଇଥାଂତି । ଅଣ୍ଡା ଦେବାବେଳେ ବସାରେ ଦୁଇଟି ଅଣ୍ଡା ଥାଏ । ଗଛ ପତ୍ର ଗହଳରେ ସେମାନେ ତାଙ୍କର ଅଧିକାଂଶ ସମୟ ବିତାଇଥାଂତି ।

ଖାଦ୍ୟ

ଏହି ଚଢେ‍ଇ ମାନେ ପୋକଜୋକ ତଥା ଫଳ ଖାଇଥାନ୍ତି , ବିଶେଷ କରି ଡିମିରି ଫଳ ।

ଆଧାର

  1. BirdLife International (2016). "Oriolus xanthornus". The IUCN Red List of Threatened Species. IUCN. 2016: e.T22706437A94069629. doi:10.2305/IUCN.UK.2016-3.RLTS.T22706437A94069629.en. Retrieved 13 January 2018.
  2. "Black-hooded oriole". ଇଂରାଜୀ ଉଇକିପିଡିଆ. ଉଇକିପିଡିଆ. Retrieved 17 May 2018. |first= missing |last= (help)
  3. ପାଣିଗ୍ରାହୀ, ରାଜୀବ ଲୋଚନ (2005). Problems of Population in India. ଦରିଆଗଂଜ ନୂଆଦିଲ୍ଲୀ: ଡିସ୍କୋଭରୀ ପବ୍ଲିସିଂ ହାଉସ. p. ୧୨. ISBN 81-7141-975-5.
license
cc-by-sa-3.0
copyright
ଉଇକିପିଡ଼ିଆର ଲେଖକ ଏବଂ ସମ୍ପାଦକ |